ପଞ୍ଚଭୂତରେ ଲୀନ ହେଲେ ଜୟନ୍ତୀ ପଟ୍ଟନାୟକ : ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ

ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁରୀ: ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର। ସ୍ୱର୍ଗତା ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ … Continue reading ପଞ୍ଚଭୂତରେ ଲୀନ ହେଲେ ଜୟନ୍ତୀ ପଟ୍ଟନାୟକ : ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ